Videos
|
Odisha

ପ୍ରେମରେ ସଫଳ ହୋଇ ମା'ଙ୍କୁ ଚିଠି ଲେଖିଲା ପ୍ରେମିକା

Jitendra Dash
Browse all articles by Jitendra Dash
·2 years ago
ପ୍ରେମରେ ସଫଳ ହୋଇ ମା'ଙ୍କୁ ଚିଠି ଲେଖିଲା ପ୍ରେମିକା

ଅର୍ଗସ ବ୍ୟୁରୋ : ସମଲେଶ୍ଵରୀ ମନ୍ଦିର ହୁଣ୍ତିରୁ ବାହାରିଲ‍ା ପ୍ରେମ ପତ୍ର । ୫ ଲକ୍ଷ ୬୮ହଜାର ୧୧୫ ଟଙ୍କା ସହ ସୁନା ଅଲଙ୍କାର ମଧ୍ୟ ମିଲିଛି । ୨୭ ତାରିଖ ମାଁ ସମଲେଶ୍ଵରୀ ମନ୍ଦିରର ପାଇଁ ସମଲେଇ ଯୋଜନା ପ୍ରକଳ୍ପ ଲୋକାର୍ପଣ ଥିବାରୁ ପୂର୍ବରୁ ଏହି ଦାନହୁଣ୍ଡି ଖୋଲା ଯାଇଛି । ଗଣତି ସମୟରେ ଜଣେ ପ୍ରେମିକା ପ୍ରେମରେ ସଫଳ ପାଇଁ ମାଁଙ୍କୁ ଲେଖିଛନ୍ତି ଚିଠି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ହୁଣ୍ଡିରେ ଗଣତି ସମୟରେ ଜଣେ ପ୍ରେମିକାର ସଫଳ ପାଇଁ ମାଙ୍କୁ ଲେଖିଥିବା ପ୍ରେମପତ୍ର ମିଳିଛି।  ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ପତ୍ର ଲେଖାଯାଇଛି । କାହ୍ନା ସହ ତାଙ୍କର ବାହାଘର ହେବାପାଇ ଓ ବିବାହ ହୋଇ  ମା' ସମଲେଶ୍ଵରୀଙ୍କୁ ଦର୍ଶନ ପାଇଁ ଆସିବେ ବୋଲି ଲେଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A love letter was found from the donation box of Maa Samaleswari temple in Sambalpur district. | Argus News