Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଗୋଟିଏ ଯାତ୍ରୀବାହୀ ବସ ସହ ଟ୍ରଲରକୁ ପୋଡ଼ିଦେଲେ

Swayangprajna Mishra
Browse all articles by Swayangprajna Mishra
·2 years ago
ଲାଲବାହିନୀଙ୍କ ଲଙ୍କାକାଣ୍ଡ, ଗୋଟିଏ ଯାତ୍ରୀବାହୀ ବସ ସହ ଟ୍ରଲରକୁ ପୋଡ଼ିଦେଲେ

ଅର୍ଗସ ବ୍ୟୁରୋ : ତାଣ୍ଡବ ରଚିଲେ ମାଓବାଦୀ । ସୀମାନ୍ତରେ ଗୋଟିଏ ଯାତ୍ରୀବାହୀ ବସ ଓ ଟ୍ରଲର କୁ ପୋଡ଼ିଦେଲେ ମାଓବାଦୀ । ସୁକମା ଜିଲ୍ଲା କୋଣ୍ଟା ଥାନା ଆସାରି ଗୁଡା ନିକଟରେ ଏଭଳି ଲଂକାକାଣ୍ଡ ଭିଆଇଛନ୍ତି ଲାଲ ବହିନୀ । ଏହାସହ କୋଣ୍ଟା ଠାରେ ବିଜେପି ନେତାଙ୍କ ଗାଡି ଉପରକୁ ପଥର ମାଡ କରିଛନ୍ତି ଲାଲ ବାହୀନି । ସେଇପରି ଆନ୍ଦ୍ରପ୍ରଦେଶ ଚଟି ଠାରେ ଏକ କାର କୁ ପୋଡ଼ିଦେଇଛନ୍ତି ମାଓବାଦୀ ।

ଅଧିକ ପଢନ୍ତୁ ଓଡିଶା ଖବର

ପ୍ରାୟ 15 ରୁ 20 ମାଓବାଦୀ ସାଧା ପୋଷାକରେ ଆସି ଏଭଳି କାଣ୍ଡ କରିଥିବା କହିଛନ୍ତି ପ୍ରତକ୍ଷଦର୍ଶୀ । ଆଗାମୀ 22 ତାରିଖରେ ଭାରତ ବନ୍ଦ କୁ ଦୃଷ୍ଟି ରେ ରଖି ଏଭଳି କାଣ୍ଡ ଘଟାଇଛନ୍ତି ଲଲବହିନୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A passenger bus and a trailer brunt by maoists on the border | Argus News