Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନକଳରେ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ଧାନକଳରେ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ

ଅର୍ଗସ ବ୍ୟୁରୋ : ସିନାପାଲି ଥାନାରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଧାନକଳରେ ମହିଳାଙ୍କ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ ଅଲଗା ହୋଇ ଯାଇଥିଲା। ମୃତ ମହିଳା ହେଲେ ହୀରାପୁର ଗାଁର ତୁଲସେ ବନ୍ଦୀଛୋର । ଚାଉଳ ପ୍ରସ୍ତୁତି ପାଇଁ ସେ ଧାନକଳକୁ ଧାନ ଆଣିଥିଲେ । ହଠାତ ମହିଳାଙ୍କ ଶାଢ଼ୀ ଧାନକଳରେ ଲାଗି ଯିବାରୁ ଘଟଣାସ୍ଥଳରେ ତୁଲସେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A rare incident was seen in Sinapali police station | Argus News