Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଗରାଇ ବ୍ଲକରୁ ଉଦ୍ଧାର ହେଲା ବିରଳ କଇଁଛ

Jitendra Dash
Browse all articles by Jitendra Dash
·2 years ago
ଭୋଗରାଇ ବ୍ଲକରୁ ଉଦ୍ଧାର ହେଲା ବିରଳ କଇଁଛ

ଅର୍ଗସ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରୁ ଉଦ୍ଧାର ହେଲା ବିରଳ କଇଁଛ । ଏହି ଗାଁର ପ୍ରତାପ ବଣ ଗାଡି ଯୋଗେ ଘରକୁ ଯାଉଥିବା ବାଟରେ ଏହି ବିରଳ କଇଁଛକୁ ଦେଖି ଉଦ୍ଧାର କରିଥିଲେ । ଏବଂ ଏହି ବିରଳ କଇଁଛକୁ ଉଦ୍ଧାର କରି ଘରକୁ ନେଇ ଯାଇ ଥିଲେ । ସୁନେଲି ରଙ୍ଗର କଇଁଛଟି ଥିବାରୁ ଗ୍ରାମବାସୀ ମାନେ ଭିଡ଼ ଜମାଇ ଦେଖିଥିଲେ । ଏହି କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A rare turtle was rescued from Vograi block | Argus News