Videos
|
Odisha

୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ

Jitendra Dash
Browse all articles by Jitendra Dash
·2 years ago
୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ

ଅର୍ଗସ ବ୍ୟୁରୋ : ପୋଲିସ ବାବୁଙ୍କୁ ଚୂନା ଲଗାଇଲେ ଠକ । ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପୋଲିସ ଅଧିକାରୀ ହେଉଛନ୍ତି ବିଭୂତି ଭୂଷଣ ରାଉତ । ଗତ ସେପ୍ଟେମ୍ବର ମାସରେ ବିଭୂତି ଭୂଷଣ ରାଉତ ଜମି ଠକେଇ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନକୁ ଗିରଫ କରିଛି ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: