Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଅଖା ଭିତରେ ରଶି ବନ୍ଧା ଅବସ୍ଥାରେ କଙ୍କାଳ ଉଦ୍ଧାର

Odisha

ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଅଖା ଭିତରେ ରଶି ବନ୍ଧା ଅବସ୍ଥାରେ କଙ୍କାଳ ଉଦ୍ଧାର

Jitendra Dash
Browse all articles by Jitendra Dash
·2 years ago
ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଅଖା ଭିତରେ ରଶି ବନ୍ଧା ଅବସ୍ଥାରେ କଙ୍କାଳ ଉଦ୍ଧାର

ଅର୍ଗସ ବ୍ୟୁରୋ : ନଦୀରୁ ଉଦ୍ଧାର ହେଲା ନର କଙ୍କାଳ । ଧଉଳି ଥାନା ଖଟୁଆପଡାରୁ ଉଦ୍ଧାର ହେଲା ନରକଙ୍କାଳ । ଦୟା ନଦୀରେ କଙ୍କାଳ ଭାସି କୂଳରେ ଲାଗିଥିବା ଜଣାପଡିଛି। ତେବେ କେହି ମାରି ହାତ ଗୋଡ଼ ବାନ୍ଧି ନଦୀରେ ପକାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A skeleton was recovered from the river | Argus News