Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଯାଜପୁର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

Odisha

ଯାଜପୁର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

Jitendra Dash
Browse all articles by Jitendra Dash
·2 years ago
ଯାଜପୁର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ତିନି ବଖରା ଘର

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ତିନି ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡ଼ି ଭସ୍ମୀଭୂତ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଞ୍ଚଳ ମୂଷାଟିକିରୀ ଗ୍ରାମର ଦେବେନ୍ଦ୍ର ଦାସଙ୍କ ଘର ଜଳି ଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କେମିତି ଅଗ୍ନିକାଣ୍ଡ ଘଟିଲା ତାହା ଏବେ ଜଣାପଡ଼ି ନାହିଁ । ଘଟଣା ସ୍ଥଳରେ ବରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ଉତ୍ତେଜନା, ଗ୍ରାମର ଶତାଧିକ ଲୋକଙ୍କ ସହଯୋଗ ଓ ଅଗ୍ନିଶମ ବିଭାଗର ପ୍ରୟାସ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
A terrible fire in Jajpur district, a three-storey house was burnt | Argus News