Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆରା ପ୍ରୟାସ, ବିବାହ ପରେ ଗଛ ଲଗାଇଲେ ନବଦମ୍ପତ୍ତି

Swayangprajna Mishra
Browse all articles by Swayangprajna Mishra
·1 year ago
ନିଆରା ପ୍ରୟାସ, ବିବାହ ପରେ ଗଛ ଲଗାଇଲେ ନବଦମ୍ପତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ପଂଚାୟତ ଉପର ଅସ୍ତକ ଗ୍ରାମର ନବ ବିବାହିତ ଦମ୍ପତି ସୋମ୍ୟରଞ୍ଜନ ଏବଂ ବିଶ୍ଵପ୍ରିୟା । ପରିବାର ସହ ନିଜ ଗ୍ରାମରେ ଲଗାଇଲେ ଗଛ। ଆଉ ଏହା ସହ ସେମାନେ କହିଛନ୍ତି ପୃଥିବୀ ପୃଷ୍ଠରେ ବୃକ୍ଷ କ୍ଷୟ ହେଉଥିବାରୁ, ଜୀବନ ଏବେ ବିପଦରେ । ଧରା ଧାମରେ ଜୀବନ ଯଦି ଆଜି ଥାଏ, କେବଳ ଗଛ ପାଇଁ ।

ଅଧିକ ପଢନ୍ତୁ ଓଡିଶା ଖବର

ପ୍ରକୃତିକୁ ସୁନ୍ଦର କରିବା ପାଇଁ ଏବଂ ଧରା ଧାମ ରେ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ଗଛ ନିତାନ୍ତ ଆବଶ୍ୟକ । ସେଥିପାଇଁ ନବ ଦମ୍ପତି ସୋମ୍ୟ ଏବଂ ବିଶ୍ୱପ୍ରିୟା ବିଭିନ୍ନ ଅଂଚଳ ରେ ଗଛ ଲଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A unique effort, the newlyweds planted a tree after the wedding | Argus News