Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରିୟାଙ୍କ ନାଁ ରେ ଥାନାରେ ଅଭିଯୋଗ ଦେଲେ ଜଣେ ଯୁବତୀ

Swayangprajna Mishra
Browse all articles by Swayangprajna Mishra
·2 years ago
ରିୟାଙ୍କ ନାଁ ରେ ଥାନାରେ ଅଭିଯୋଗ ଦେଲେ ଜଣେ ଯୁବତୀ

ଅର୍ଗସ ବ୍ୟୁରୋ :  ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ  । ଯୁବତୀ ଜଣଙ୍କ କେୟାର ଟେକର ଭାବରେ କାମ କରୁଥିଲେ । ତାଙ୍କ ସ୍ୱାମୀ ବିୟର ବୋତଲରେ ତାଙ୍କୁ ବାଡେଇ ଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ । ରିୟାଙ୍କ ଘରୁ ଖସି ପଳେଇ ଆସି ଥାନାରେ କଲେ ଅଭିଯୋଗ  ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଦେଢ଼ ବର୍ଷ ହେବ ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ । ରିୟା ଯୁବତୀଙ୍କୁ ବାହାର ପଟୁ ଲକ କରି ରଖୁଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young woman filed a police complaint against Riya dey | Argus News