Videos
|
Odisha

ସୁଧୁରୁନି ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ଚିକିତ୍ସା

Santosh Kumar Sahoo
Browse all articles by Santosh Kumar Sahoo
·1 year ago·1 min read
ସୁଧୁରୁନି ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ଚିକିତ୍ସା

Key Points

ଏମ୍‌ସରେ ଚିକିତ୍ସାଧୀନ ଅଭିଜିତ୍ ମଜୁମଦାର। ଏମ୍‌ସ କ୍ରିଟିକାଲ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଅଭିଜିତ୍। ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି, ମାତ୍ର ସୁଧାର ଆସିନାହିଁ।

ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ସେ ଏବେ ଏମ୍ସର କ୍ରିଟିକାଲ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି, ମାତ୍ର ସୁଧାର ଆସିନାହିଁ । ଆମର ଗୋଟିଏ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।


ଅଧିକ ପଢ଼ନ୍ତୁ: ଲାଞ୍ଚ ନେଇ ଧରାପଡ଼ିଲେ OAS ଟପ୍ପର, ମନ୍ତ୍ରୀ କହିଲେ 'ନିଲମ୍ବିତ ହେବେ ତହସିଲଦାର'


ସୂଚନା ଅନୁସାରେ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Renowned Music Director Abhijit Mazumdar Critical at AIIMS Bhubaneswar | Argus News