Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝିଆରୀକୁ ଦୁଷ୍କର୍ମ କରି ହତ୍ୟା କଲା କକା

Swayangprajna Mishra
Browse all articles by Swayangprajna Mishra
·2 years ago
ଝିଆରୀକୁ ଦୁଷ୍କର୍ମ କରି ହତ୍ୟା କଲା କକା

ମୟୁରଭଞ୍ଜ : କୁଳିଅଣା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ l ଗତକାଲି ଅପରାହ୍ନ ୪ ଟା ସମୟରେ କଣ୍ଟାପାଳ ଜଙ୍ଗଲକୁ ନାବାଳିକା ଝିଆରୀକୁ ବୁଲେଇ ନେବା କହି କକା ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ : ୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ

ଏହି ଘଟଣାକୁ ନେଇ କୁଳିଅଣା ଥାନାରେ ୧୦୦/୨୪ରେ ମାମଲା ରୁଜୁ କରି ମୃତ  ନାବାଳିକାର ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ହସପିଟାଲ କୁ ପଠାଇବା ସହ ଅଭିଯୁକ୍ତକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି । ଏହି ଘଟଣାରେ ପରିବାର ଲୋକେ ଦୋଷୀ ବିରୋଧରେ ଦୃଢ କାଯ୍ୟନୁଷ୍ଠାନ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accused of killing the minor after mischief | Argus News