Bidyabharati Jail Life / ଜେଲ୍ର ଚାରିକାନ୍ଥ ଭିତରେ ବିଦ୍ୟାଭାରତୀ; କେମିତି କଟୁଛି ଦିନ, କ'ଣ ଖାଉଛନ୍ତି ବିଦ୍ୟା ?
·20 mins ago·2 min read

Key Points
ଜେଲ୍ର ଚାରିକାନ୍ଥ ଭିତରେ ବିଦ୍ୟାଭାରତୀ
କେମିତି କଟୁଛି ଦିନ, କ'ଣ ଖାଉଛନ୍ତି ବିଦ୍ୟା ?
ଗୋଟିଏ ଜେଲ୍ରେ ବିଦ୍ୟା-ସଂଗ୍ରାମ ଓ ମନ୍ମଥ
କେମିତି କଟୁଛି ଦିନ, କ'ଣ ଖାଉଛନ୍ତି ବିଦ୍ୟା ?
ଗୋଟିଏ ଜେଲ୍ରେ ବିଦ୍ୟା-ସଂଗ୍ରାମ ଓ ମନ୍ମଥ
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ନୂଆ ଘଟଣାକ୍ରମ । ଦୀର୍ଘ ୫ ବର୍ଷର ଆଇନଗତ ଛକାପଞ୍ଛା ଓ ତଦନ୍ତ ପରେ ଶେଷରେ ଜେଲ୍ର ଚାରିକାନ୍ଥ ଭିତରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ । ଦିନେ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ନାୟିକା କୁହାଯାଉଥିବା ବିଦ୍ୟାଭାରତୀ ଏବେ ପାରଳାଖେମୁଣ୍ଡି ଉପ-କାରାଗାରରେ। ବାହାର ଦୁନିଆର ହୋ-ହାଲ୍ଲାଠାରୁ ଦୂରରେ ଜେଲ୍ କାନ୍ଥ ଭିତରେ କେମିତି କଟୁଛି ବିଦ୍ୟାଭାରତୀଙ୍କ ଦିନରାତି?
ପଢନ୍ତୁ ଏହି ଖବର: ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
- ଜେଲ ଚାରିକାନ୍ଥ ଭିତରେ ବିଦ୍ୟା
- ଗୁମସୁମ୍ ରହୁଛନ୍ତି ବିଦ୍ୟାଭାରତୀ
ପଢନ୍ତୁ ଏହି ଖବର: ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା କଳା ମେଘ ଏଯାଏଁ ସମ୍ପୂର୍ଣ୍ଣ ହଟିନି । ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ଏବଂ ରୋଷେୟା ମନ୍ମଥ ଏବେ ଜେଲ୍ରେ ରହି ନ୍ୟାୟିକ ପ୍ରକ୍ରିୟାକୁ ସାମ୍ନା କରୁଛନ୍ତି । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ଉପରୁ ପରଦା କେବେ ହଟୁଛି ଏବଂ ଆଇନ ଏହି ଅଭିଯୁକ୍ତଙ୍କ ବିରୋଧରେ କି ନିଷ୍ପତ୍ତି ନେଉଛି, ତାହା ଉପରେ ଏବେ ସାରା ଓଡ଼ିଶାବାସୀଙ୍କ ନଜର ।
Related Topics
Explore more stories