Acid Attack By Old Man / ପ୍ରେମରେ ବିଫଳ ପରେ ୭୨ ବର୍ଷୀୟ ବୃଦ୍ଧର ଏସିଡ୍ ଆଟାକ୍ରେ ଯୁବତୀ ଗୁରୁତର
·47 mins ago·2 min read

Key Points
୭୨ ବର୍ଷୀୟ ବୃଦ୍ଧଙ୍କ ଏସିଡ୍ ଆଟାକ୍ରେ ଯୁବତୀ ଗୁରୁତର
ମୁହଁରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗ
ଯୁବତୀଙ୍କୁ ଏସିଡ୍ ପିଆଇଥିବା ମଧ୍ୟ ଅଭିଯୋଗ
ମୁହଁରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗ
ଯୁବତୀଙ୍କୁ ଏସିଡ୍ ପିଆଇଥିବା ମଧ୍ୟ ଅଭିଯୋଗ
ଭୁବନେଶ୍ଵର: ଏକତରଫା ପ୍ରେମର କରୁଣ ପରିଣତି । ୭୨ ବର୍ଷୀୟ ବୃଦ୍ଧଙ୍କ ଏସିଡ୍ ଆଟାକ୍ରେ ଯୁବତୀ ଗୁରୁତର । ପ୍ରେମରେ ବିଫଳ ହୋଇ ଯୁବତୀଙ୍କୁ ଏସିଡ୍ ପିଆଇବା ଅଭିଯୋଗ । ମୁହଁରେ ମଧ୍ୟ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବୃଦ୍ଧ ବସନ୍ତ ଅଶ୍ୱିନୀ ଚୌଧୁରୀକୁ ଗିରଫ କରିଛି ପୋଲିସ । ପ୍ରେମରେ ବିଫଳ ପରେ ପ୍ରତିଶୋଧର ଭୟଙ୍କର ରୂପ ଦେଖିବାକୁ ମିଳିଛି ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ । ଅଭିଯୁକ୍ତ ହେଉଛି ୭୨ ବର୍ଷୀୟ ବସନ୍ତ ଅଶ୍ୱିନୀ ଚୌଧୁରୀ ।
ପୋଲିସର ସୂଚନା ଅନୁସାରେ, ଖାରବେଳ ନଗର ୟୁନିଟ୍-୩ର ଏକ ଆଶ୍ରୟସ୍ଥଳୀରେ ପୀଡ଼ିତା ତାଙ୍କ ଦୃଷ୍ଟିହୀନ ବାପାଙ୍କ ସହ ପ୍ରାୟ ୪ରୁ ୫ ବର୍ଷ ହେବ ରହିଆସୁଥିଲେ । ସେଠାରେ ଯୁବତୀ ଜଣକ କେୟାରଟେକର ଭାବେ କାମ କରୁଥିଲେ । ଗତ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧ଟା । ଯୁବତୀ ନିଜ ରୁମରେ ଶୋଇଥିବା ବେଳେ କାନ୍ଥ ଡେଇଁ ରୁମ୍ ଭିତରେ ପଶିଥିଲା ଅଭିଯୁକ୍ତ ବସନ୍ତ ।
ପଢନ୍ତୁ ଏହି ଖବର: ଆଉ ଗୋଟେ ପ୍ଲେଟ୍ ଛୋଲେ ଭଟୁରେ ଧରାଇଦେଲା ପରକୀୟା ପ୍ରୀତି; ଏମିତି ଧରିଲେ ସ୍ତ୍ରୀ

- ଜୋରଜବରଦସ୍ତ ପିଆଇଥିଲା ଏସିଡ୍
ପଢନ୍ତୁ ଏହି ଖବର: ଆଉ ଗୋଟେ ପ୍ଲେଟ୍ ଛୋଲେ ଭଟୁରେ ଧରାଇଦେଲା ପରକୀୟା ପ୍ରୀତି; ଏମିତି ଧରିଲେ ସ୍ତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏକତରଫା ପ୍ରେମ କରୁଥିଲା ବୃଦ୍ଧ
Related Topics
Explore more stories