Paneer Raid Odisha / ଭୁବନେଶ୍ଵରରୁ କଟକ ଓ ବ୍ରହ୍ମପୁର ସଵୁଠି ଭେଜାଲ୍ ପନିର; ଖାଇବା ଥାଳିରେ ପରସା ଯାଉଛି କି ବିଷ ?
·2 weeks ago·2 min read

Key Points
ବର୍ଷ ବର୍ଷ ଧରି ଖାଇବା ଥାଳିରେ ପରସା ଯାଉଛି କି ବିଷ ?
ଟ୍ଵିନସିଟିରୁ ବ୍ରହ୍ମପୁର ସଵୁଠି ପରୀକ୍ଷାରେ ଫେଲ୍ ପନିର
ଅପମିଶ୍ରଣ ନେଇ ଅଭିଯୋଗ ପରେ ଜୋରଦାର ହେଲା ଚଢ଼ାଉ
ଟ୍ଵିନସିଟିରୁ ବ୍ରହ୍ମପୁର ସଵୁଠି ପରୀକ୍ଷାରେ ଫେଲ୍ ପନିର
ଅପମିଶ୍ରଣ ନେଇ ଅଭିଯୋଗ ପରେ ଜୋରଦାର ହେଲା ଚଢ଼ାଉ
ଖାଦ୍ୟ ସରୁକ୍ଷା ମାନକ ଅନୁସାରେ ଶୁଦ୍ଧ କ୍ଷୀରରୁ ପ୍ରସ୍ତୁତ ଛେନାରେ ତିଆରି ହୁଏ ପନିର । ଯାହା ଖାଇବା ପାଇଁ ଉପଯୋଗୀ । ହେଲେ ଅଳ୍ପ କ୍ଷୀରରୁ ଅଧିକ ପନିର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ଅସାଧୁ ବ୍ୟବସାୟୀମାନେ ଏଥିରେ ମଇଦା କିମ୍ବା ଆରାରୁଟ୍ ପାଉଡର ମିଶାଉଛନ୍ତି । ଏପିରିକି ଏହାକୁ ଅଧିକ ସମୟ ତାଜା ରଖିବା ପାଇଁ ମାରାତ୍ମକ ରାସାୟନିକ ପଦର୍ଥ ମିଶାଉଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୁଏ । ସେହିଭଳି ନିର୍ଦ୍ଦିଷ୍ଟ ଅଭିଯୋଗ ପାଇବା ପରେ ଚଢ଼ାଉକୁ ଜୋରଦାର କରାଯାଇଛି ।
- ଟେଷ୍ଟ କରିବା ମାତ୍ରେ କଳା ପଡୁଛି ପନିର
- ଅପମିଶ୍ରିତ ପନିର ଆସୁଛି କେଉଁଠୁ ?
- ଶସ୍ତା ପନିର, ମାଲେମାଲ ବ୍ୟବସାୟୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ଆନାଲଗ ପନୀର'କୁ ସମ୍ପୂର୍ଣ୍ଣ ନିଷେଧ କଲେ ସରକାର; ବିକ୍ରି ଧରାପଡ଼ିଲେ ହେବ ଜେଲ୍
ଗୋଟିଏ ପଟେ ରାଜ୍ୟରେ ଡାଏରୀ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ୧୫୦୦ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା'ରେ ୧,୪୩୭ କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ଏତେ ସବୁ ପରେ ବି ଲୋକମାନେ ସୁସ୍ଥ ଓ ସ୍ୱଚ୍ଛ କ୍ଷୀର ପାଇବାରୁ ବଞ୍ଚିତ ହେଉଛନ୍ତି । FSSAI, ଟ୍ରେଡ୍ ମାର୍କ ଓ ମ୍ୟୁନିସିପାଲଟି ଲାଇସେନ୍ସ ନିୟମକୁ କଡ଼ାକଡ଼ି ନକଲେ, ଏହି ଲାଭଖୋର ମାନସିକତା ଲୋକଙ୍କ ଜୀବନ ସହ ଖେଳି ଚାଲିଥିବ ବୋଲି ଆଶଙ୍କା କରାଯାଉଛି ।

Related Topics
Explore more stories