Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଇଲା...ଭାଙ୍ଗିଲା...ଉଡେଇଲା....ବର୍ଷା ଆଣିଲା ଦୁର୍ଦ୍ଦଶା

Jitendra Dash
Browse all articles by Jitendra Dash
·2 years ago
ଆଇଲା...ଭାଙ୍ଗିଲା...ଉଡେଇଲା....ବର୍ଷା ଆଣିଲା ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ପ୍ରବାହିତ ହେଉଛି । ଫଳରେ କପିଆ ଗାଁରେ ଥିବା ସଂଯୁକ୍ତା ମେହେରଙ୍କ କୁକୁଡ଼ା ଫାର୍ମ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କୁକୁଡ଼ା ଫାର୍ମରେ ଥିବା ହଜାର ହଜାର କୁକୁଡ଼ା ଛୁଆ ମରିଯିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିଭଳି ଖଡ଼ିଆଳ ସିନାପାଲି ମୁଖ୍ୟରାସ୍ତାରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଅମଳ ହେଉଥିବା ଅନେକ ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alert issued for heavy rain and storm with snowfall in these states, know the weather condition | Argus News