Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡଦେଉଳରେ ସୀମା ଟପିଲେ ସେବାୟତ, ଅଭିଯୋଗ ଆଣିଲେ ମହିଳା ଶ୍ରମିକ

Jitendra Dash
Browse all articles by Jitendra Dash
·2 years ago
ବଡଦେଉଳରେ ସୀମା ଟପିଲେ ସେବାୟତ, ଅଭିଯୋଗ ଆଣିଲେ ମହିଳା ଶ୍ରମିକ

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିବା ଅଭିଯୋଗ । ସେବାୟତ ମାଡ଼ ମାରି ଥିବା ଅଭିଯୋଗ ।  ଆଣିଲେ ମହିଳା ଶ୍ରମିକ । ଏନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ  ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ଜଣକ ବସି ପାଟିରେ ହାତ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାକୁ ନେଇ ସେବାୟତ ଜଣଙ୍କ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନାରେ ଆନ୍ଦୋଳନ କରିଛନ୍ତି । ସେପଟେ ଘଟଣା ଏଏସଆଇ ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Alleged beating of ASI women worker in temple | Argus News