Videos
|
Odisha

ନକଲି ସାର୍ଟିଫିକେଟ ଦେଇ ୪୦ଜଣ ଚାକିରି କରିଥିବା ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·2 years ago
ନକଲି ସାର୍ଟିଫିକେଟ ଦେଇ ୪୦ଜଣ ଚାକିରି କରିଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ : ରାଜ୍ୟରେ ମାଳମାଳ ନକଲି ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇବା ଅଭିଯୋଗ।  ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ। ଯେଉଁ ଯେଉଁ ସ୍ଥାନରେ ନକଲି ଶିକ୍ଷକ ଅଛନ୍ତି, ଅଭିଯୋଗ ଆଧାରରେ ବିଭାଗ  ତଦନ୍ତ କରିବ। ଏ ଦିଗରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ନକଲି ଶିକ୍ଷକ ନିଯୁକ୍ତିର ପର୍ଦ୍ଦାଫାସ କରିଛି ଅର୍ଗସ।  ବରଗଡ଼ରେ ନକଲି ସାର୍ଟିଫିକେଟ ଦେଇ ୪୦ଜଣ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ଅର୍ଗସ ହାତରେ ଲାଗିଥିଲା ରାଜ୍ୟ ଶିକ୍ଷା ବିଭାଗରେ ହୋଇଥିବା ବଡ଼ ସ୍କାମର ପ୍ରମାଣ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allegedly, 40 people got jobs by giving fake certificates | Argus News