ଯାଜପୁରରେ ଅଭାବନୀୟ ଘଟଣା, ଷଣ୍ଢ ନେଲା ବୃଦ୍ଧାଙ୍କ ଜୀବନ
·2 years ago

ଅର୍ଗସ ବ୍ୟୁରୋ : ଯାଜପୁର ଧର୍ମଶାଳା ଥାନା ଦେଓଦା ଗାଁରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ଗ୍ରାମର ଅଲେଖ ମଲିକ ଶୌଚ ପାଇଁ ଯାଉଥିବା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଅଲେଖ ଲହୁ ଲୁହାଣ ହୋଇଯାଇଥିଲେ । ଅଲେଖଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: