Crime In Odisha / ଝିଅକୁ ବସ୍ରେ ବସାଇ ଦେଇଗଲେ ବାପା... ଗାଡ଼ିରୁ ଟେକି ନେଇ ହୋଟେଲରେ ଦୁଷ୍କର୍ମ ଅଭିଯୋଗ
·1 hour ago·2 min read

Key Points
ବସ୍ରୁ ଭିଡ଼ି ନେଇ ହୋଟେଲରେ ଦୁଷ୍କର୍ମ । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରୁ । ଦୁଷ୍କର୍ମ ନେଇ ଏତଲା ପରେ ପୋଲିସ ଜଣଙ୍କୁ ଗିରଫ କରିଛି ।
ଆନନ୍ଦପୁର (କେନ୍ଦୁଝର): ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ତାହା ବି ବସ୍ରୁ ଭିଡ଼ି ନେଇ ହୋଟେଲରେ । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରୁ । ଦୁଷ୍କର୍ମ ନେଇ ଏତଲା ପରେ ପୋଲିସ ଜଣଙ୍କୁ ଗିରଫ କରିଛି ।
ମାମଲାରେ ପୋଲିସ ରଶ୍ମି ରଞ୍ଜନ ସେଠୀ ନାମକ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ରଶ୍ମିର ଘର ମୁଣ୍ଡୁକାଟ ଗାଁରେ । ଏତଲା ଆଧାରରେ ପୋଲିସ ପଚରାଉଚରା ପରେ ରଶ୍ମି ରଞ୍ଜନକୁ ଗିରଫ କରିଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଏନ୍କାଉଣ୍ଟର, ଗୋଡ଼ରେ ବାଜିଲା ଗୁଳି
ବସ୍ରୁ ଛାତ୍ରୀଙ୍କୁ ଭିଡ଼ି ନେଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁସାରେ, ଯୁକ୍ତ ୩ରେ ପଢ଼ୁଥିବା ଛାତ୍ରୀ ଜଣଙ୍କୁ ତାଙ୍କ ବାପା କଲେଜ ଯିବା ପାଇଁ ଏକ ଘରୋଇ ବସ୍ରେ ବସାଇ ଦେଇଥିଲେ । ଅଲଗା କାମ ଥିବାରୁ ପଳାଇଥିଲେ ବାପା । ତେବେ, ଝିଅ ବସ୍ରେ ଅଳ୍ପ କିଛି ବାଟ ଯିବା ପରେ ଅଘଟଣ ଘଟିଥିଲା ।
କଲେଜର ଅନ୍ୟ ଜଣେ ଛାତ୍ର, ଯୁବତୀଙ୍କୁ କିଛି କାମ ଥିବା ବାହନା କରି ବସ୍ରୁ ଓହ୍ଲାଇବାକୁ କହିଥିଲେ । ବସ୍ରୁ ଓହ୍ଲାଇବା ପରେ ସାଳବଣୀ ଛକ ନିକଟରେ ଥିବା ଏକ ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ହୋଟେଲରେ ଦୁଷ୍କର୍ମର ଶିକାର ହେବା ପରେ ଛାତ୍ରୀ ଜଣଙ୍କ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ଯାହାପରେ ପରିବାର ଲୋକେ ସୋସୋ ଥାନାରେ ଦୁଷ୍କର୍ମ ନେଇ ଏତଲା ଦାଏର କରିଥିଲେ ।
ଦୁଷ୍କର୍ମ ଅଭିଯୋଗ ପରେ ଏତଲା ଆଧାରରେ ପୋଲିସ ତଦନ୍ତ କରିଥିଲା । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ପୋଲିସ ଅଭିଯୁକ୍ତ ଯୁକଙ୍କୁ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: କ୍ୟାମ୍ପ କରିବାକୁ ଆସି ଛାତ୍ରୀ ନିବାସରେ NCC କର୍ମଚାରୀଙ୍କ ଦାଦାଗିରି
ପୀଡ଼ିତାଙ୍କ ମାଆଙ୍କ ଅନୁସାରେ, "ଝିଅକୁ କଲେଜ ଦେଇ ଯାଉଥିବା ଏକ ଘରୋଇ ବସ୍ରେ ସ୍ଵାମୀ ବସାଇ ଦେଇଥିଲେ । କିଛି ବାଟ ଯିବା ପରେ ରଶ୍ମି ଉକ୍ତ ଘରୋଇ ବସ୍କୁ ଅଟକାଇବା ସହ ଝିଅକୁ ବଳପୂର୍ବକ ହୋଟେଲକୁ ନେଇ ସେଠାରେ ଶଟର ପକାଇ ଦୁଷ୍କର୍ମ କରିଛି । ତେବେ ଝିଅର ଅନୁରୋଧ କ୍ରମେ ହୋଟେଲର ମ୍ୟାନେଜର କଲ୍ କରିବାରୁ ଆମେ ଝିଅକୁ ଉଦ୍ଧାର କରିଥିଲୁ ।"

ତେବେ ଏହି ମାମଲାରେ ପୋଲିସ ଅଭିଯୁକ୍ତ ରଶ୍ମିକୁ ଗିରଫ କରି ତଦନ୍ତ ଜାରି ରଖିଛି ।
Related Topics
Explore more stories