Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ସୀମା ଭିତରେ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ସରକାର

Odisha

ଓଡ଼ିଶା ସୀମା ଭିତରେ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ସରକାର

Jitendra Dash
Browse all articles by Jitendra Dash
·2 years ago·1 min read
ଓଡ଼ିଶା ସୀମା ଭିତରେ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ସରକାର

ଅର୍ଗସ ବ୍ୟୁରୋ : ୧୫ ଦିନରେ ଆନ୍ଧ୍ରର ୮ ଥର ଅନୁପ୍ରବେଶ । ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ସରକାର । କୋରାପୁଟ କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ । ଅନୁପ୍ରବେଶ କରି ଦଳୀୟ ପ୍ରଚାର କଲେ ଆନ୍ଧ୍ରର ରାଜନୈତିକ ଦଳ । ସୀମାନ୍ତବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହ YSR କଂଗ୍ରେସକୁ ଭୋଟ ଦେବାକୁ କୁହାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପଟ୍ଟାଙ୍ଗି ବ୍ଲକ୍ ଗଞ୍ଜେଇପଦର, ତଳ ଗଞ୍ଜେଇପଦର, ତଳସେମ୍ବିରେ ଦଳ ପକ୍ଷରୁ ବୈଠକ କରାଯାଉଛି । ସାଲୁର ବିଧାୟକଙ୍କ ପ୍ରତିନିଧି ଦାଣ୍ଡି ଶ୍ରୀନୁ, ଜିଲ୍ଲା ପରିଷଦ ସଦସ୍ୟ, କୋଟିଆ ଗଞ୍ଜେଇପଦରର ଆନ୍ଧ୍ର ସରପଞ୍ଚ ଦିବାକାର ଗେମଲି ଓ ଆନ୍ଧ୍ର ତୋନାମର ସରପଞ୍ଚ ବୈଠକରେ ସାମିଲ ହୋଇଥିଲେ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଆନ୍ଧ୍ରର YSR କଂଗ୍ରେସ କୋଟିଆ ଅଞ୍ଚଳରେ ଜୋରଦାର ପ୍ରଚାର କରୁଛି । ଏପଟେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଓ ଶାସକ ଦଳର ନେତା ସବୁ ଦେଖି ଚୁପ୍ ରହୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Andhra government is running various programs within Odisha border | Argus News