Andhra Odisha Tensions / ଓଡ଼ିଶାରେ ରହି ଆନ୍ଧ୍ର ଗୁଣଗାନ ; କୋଟିଆରେ ପୁଣି ମୁହାଁମୁହିଁ ହେବେ କି ଆନ୍ଧ୍ର-ଓଡ଼ିଶା?
·46 mins ago·3 min read

Key Points
ଓଡ଼ିଶାରେ ରହି ଆନ୍ଧ୍ର ଗୁଣଗାନ
ଏପରି ଏଜେଣ୍ଟଙ୍କ ବିରୋଧରେ କଠୋର ପ୍ରଶାସନ
କୋଟିଆରେ ପୋଲିସ କାର୍ଯ୍ୟରେ ବାଧା,
କ୍ୟାମ୍ପ ଭଙ୍ଗା ଘଟଣାରେ ଦୁଇ ଗିରଫ
ଏପରି ଏଜେଣ୍ଟଙ୍କ ବିରୋଧରେ କଠୋର ପ୍ରଶାସନ
କୋଟିଆରେ ପୋଲିସ କାର୍ଯ୍ୟରେ ବାଧା,
କ୍ୟାମ୍ପ ଭଙ୍ଗା ଘଟଣାରେ ଦୁଇ ଗିରଫ
କୋରାପୁଟ: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ପୁଣିଥରେ ଦେଖାଦେଇଛି ଉତ୍ତେଜନା ଓ ରାଜନୈତିକ ତତ୍ପରତା । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ପୂର୍ବରୁ ପୋଲିସ କାର୍ଯ୍ୟରେ ବାଧା ଓ କ୍ୟାମ୍ପ ଭଙ୍ଗାରୁଜା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବାଦଳୀୟ ବୈଠକ ବସୁଛି । ତେବେ କେବଳ କୋରାପୁଟ ନୁହେଁ ଗଜପତି ସୀମାନ୍ତରେ ମଧ୍ୟ ଆନ୍ଧ୍ର ନିର୍ବାଚନରେ ଓଡ଼ିଆଙ୍କ ପ୍ରାର୍ଥିପତ୍ର ଦାଖଲକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା । ପ୍ରଶାସନ କିନ୍ତୁ ପଡ଼ୋଶୀର ସଵୁ ଚାଲ ବିଫଳ କରିବାକୁ ଜୋରଦାର ରଣନୀତି କରିଛି।
- କ୍ୟାମ୍ପ ଭଙ୍ଗା ଘଟଣାରେ ଦୁଇ ଗିରଫ
- ଆନ୍ଧ୍ରର ପଞ୍ଚାୟତ ଷଡ଼ଯନ୍ତ୍ରକୁ ରୋକିବାକୁ ପଦକ୍ଷେପ
- ଆନ୍ଧ୍ର ନିର୍ବାଚନରେ ଓଡ଼ିଆଙ୍କ ନାମାଙ୍କନକୁ ନେଇ ବିବାଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପୁଣିଥରେ କୋଟିଆରେ ମୁହାଁମୁହିଁ ହେବେ କି ଆନ୍ଧ୍ର-ଓଡ଼ିଶା ? ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର କରୁଛି ପ୍ଲାନ୍
ସୀମାନ୍ତରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଓ ନିର୍ବାଚନୀ ଚକ୍ରାନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଆଗାମୀ ଦିନରେ ପ୍ରଶାସନ ଓ ପୋଲିସର ପଦକ୍ଷେପ ସୀମା ସୁରକ୍ଷା ଦିଗରେ କେତେ ପ୍ରଭାବଶାଳୀ ହେଉଛି, ତା ଉପରେ ସମସ୍ତଙ୍କ ନଜର ।
ସୀମାନ୍ତରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଓ ନିର୍ବାଚନୀ ଚକ୍ରାନ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଆଗାମୀ ଦିନରେ ପ୍ରଶାସନ ଓ ପୋଲିସର ପଦକ୍ଷେପ ସୀମା ସୁରକ୍ଷା ଦିଗରେ କେତେ ପ୍ରଭାବଶାଳୀ ହେଉଛି, ତା ଉପରେ ସମସ୍ତଙ୍କ ନଜର ।
Related Topics
Explore more stories