Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ କାର ମୁହାଁମୁହିଁ ଧକ୍କା : ଦୁଇ ମୃତ, ୩ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
ଦୁଇ କାର ମୁହାଁମୁହିଁ ଧକ୍କା : ଦୁଇ ମୃତ, ୩ ଗୁରୁତର

ଅର୍ଗସ ବ୍ୟୁରୋ : ଅନୁଗୁଳ ସଦର ଥାନା ଖଣ୍ଡହତା ଠାରେ ଦୁଇ କାର ମୁହାଁମୁହିଁ ଧକ୍କା । ଦୁଇ ମୃତ, ୩ ଜଣ ଗୁରୁତର । ଅନୁଗୁଳରୁ ଭୁବନେଶ୍ୱର ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ମୃତକ ମଧ୍ୟରେ ମା' ଓ ଝିଅ । ଭୁବନେଶ୍ୱରରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଭୁବନେଶ୍ୱର ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ମା' ଓ ଝିଅ । ମୃତକ ମାନେ ହେଲେ ଦୁର୍ଗାବତୀ ପ୍ରଧାନ ଓ ଝିଅ ସଂଯୁକ୍ତା ପ୍ରଧାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
angul road accident case | Argus News