Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ମୋବାଇଲ ଲୁଟେରା, ଗିରଫ ହେଲା ୩ ଲୁଟେରା

Jitendra Dash
Browse all articles by Jitendra Dash
·2 years ago
ରାଜଧାନୀରେ ମୋବାଇଲ ଲୁଟେରା, ଗିରଫ ହେଲା ୩ ଲୁଟେରା

ଅର୍ଗସ ବ୍ୟୁରୋ : ଦୁଇଟି ମୋବାଇଲ ଚୋରି ଘଟଣାରେ ଚୋରମାନଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ପ୍ରିୟବ୍ରତ ନାୟକଙ୍କ ଘରୁ ୨ ଟି ଫୋନ ଚୋରି ଅଭିଯୋଗ ହୋଇଥିଲା । ପରେ ତଦନ୍ତ କରି ୨ ଚୋର ସଚିନ ନାୟକ ଓ ସଚିନ କରୱାକୁ ଗିରଫ କରିଛି ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ଚୋରି ୨ଟି ମୋବାଇଲ ସହ ଆଉ ୪ଟି ମୋବାଇଲ ଜବତ କରାଯାଇଛି । ଜାଗମର ଅଞ୍ଚଳର  ଅନ୍ୟ ଏକ ମୋବାଇଲ ଚୋରି ମାମଲାରେ ଡୁମଡ଼ୁମା ଅଞ୍ଚଳର ଦୀପକ କୁମାର ସାହୁକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଠାରୁ ଚୋରି ମୋବାଇଲ ସହ ୩ଟି ସାଇକେଲ, ଗୋଟେ ଚୋରା ବାଇକ ଏବଂ ଗୋଟିଏ କଟର ମେସିନ ଜବତ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
arrest 2 mobile lootera | Argus News