Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆର୍ଯ୍ୟ ସମାଜରେ ୫ ଦିନ ଧରି ତାଲା , ବାହାରେ ଚାଲିଛି ହୋମ ଯଜ୍ଞ

Odisha

ଆର୍ଯ୍ୟ ସମାଜରେ ୫ ଦିନ ଧରି ତାଲା , ବାହାରେ ଚାଲିଛି ହୋମ ଯଜ୍ଞ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆର୍ଯ୍ୟ ସମାଜରେ ୫ ଦିନ ଧରି ତାଲା , ବାହାରେ ଚାଲିଛି ହୋମ ଯଜ୍ଞ

ଭୁବନେଶ୍ୱର : ଭୁବନେଶ୍ୱର ଆର୍ଯ୍ୟ ସମାଜରେ ୫ ଦିନ ଧରି ତାଲା। ଶିବରାତ୍ରୀରେ ଗେଟ ବାହାରେ ପୂଜା ଅର୍ଚ୍ଚନା, ହୋମ ଯଜ୍ଞ ଚାଲିଛି। ହୋମ ଯଜ୍ଞ କଲେ ଆର୍ଯ୍ୟ ସଂଗଠନ ର ମହିଳା। ସେମାନଙ୍କ ଅସନ୍ତୋଷ ଯେ ଗୋଷ୍ଠୀ ବିବାଦ ଯୋଗୁଁ ୫ଦିନ ଧରି ଗେଟ ବନ୍ଦ କରିଦିଆଯାଇଛି। ଏହା ଧର୍ମାବଲମ୍ବୀ ଲୋକମାନଙ୍କ ଉପରେ ପ୍ରଭଵ ପଡୁଛି। ଯାହା ବିବାଦ ଅଛି ତାକୁ ପରସ୍ପର ଭିତରେ ଆଲୋଚନା କରି ସୁଧାର କରାଯାଉ।

ଅଧିକ ପଢନ୍ତୁ : ଜାଗର ଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ସବୁ ବର୍ଷ ଆଜିର ଦିନରେ ବଡ଼ ହୋମ ଯଜ୍ଞ କରାଯାଏ। ଲୋକମାନେ ରାଜ୍ୟର ବିଭିନ୍ନ ସ୍ଥାନ ରୁ ଆସିଥାନ୍ତି। କିନ୍ତୁ ବଡ଼ ଦୁଃଖର କଥା ଆଜି ଆମେ ବାହାରେ ପୂଜା କରୁଛୁ। ଅସାମାଜିକ ବ୍ୟକ୍ତି ମାନେ ଭିତରେ ରହି ଏଭଳି ପରିସ୍ଥିତି ସୃସ୍ତୁ କରୁଛନ୍ତି ଯାହା ଆମକୁ କଷ୍ଟ ଦେଉଛି। ତେଣୁ ଭୁବନେଶ୍ୱର ପ୍ରଶାସନକୁ ଅନୁରୋଧ ସେମାନେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arya Samaj has been locked for 5 days, yajna is going on outside | Argus News