Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାବାଳକକୁ ଛୁରାମାଡ, କାରଣ ଅସ୍ପଷ୍ଟ

Odisha

ନାବାଳକକୁ ଛୁରାମାଡ, କାରଣ ଅସ୍ପଷ୍ଟ

Jitendra Dash
Browse all articles by Jitendra Dash
·2 years ago
ନାବାଳକକୁ ଛୁରାମାଡ, କାରଣ ଅସ୍ପଷ୍ଟ

ଅର୍ଗସ ବ୍ୟୁରୋ : ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ବଜାରରେ ନାବାଳକଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି । ଛୁରାମାଡର କାରଣ ଅସ୍ପଷ୍ଟ । ଆଠଗଡ଼ ଥାନାରେ ଅଭିଯୋଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ ପଲସର ଗାଡିରେ ଆସି ନାବାଳକକୁ ଛୁରାମାଡ କରି ଫେରାର । ଗୁରୁତର ଆହତ ନାବାଳକ ଜଣଙ୍କ ହେଲେ କୁଲାଇଲୋ ଗ୍ରାମର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟମଣି ଦାସ (୧୫) ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack athagarh attend to murder case | Argus News