Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ

Swayangprajna Mishra
Browse all articles by Swayangprajna Mishra
·1 year ago
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ

ଧର୍ମଶାଳା : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ । ସଦର ଥାନା ବୁଢାପୋଲ ନିକଟରେ ବିଧାୟକ ଏବଂ ତାଙ୍କ ଗାଡିକୁ ଆକ୍ରମଣ । ବିଧାୟକ ଯାଉଥିବା ବେଳେ ତାଙ୍କ ଗାଡି ଅଟକାଇ ଠେଙ୍ଗାରେ କିଛି ଯୁବକ ଆକ୍ରମଣ କରିଛନ୍ତି । ତେବେ ସେମାନେ ବବି ଦାସଙ୍କ ସମର୍ଥକ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଲୋକଙ୍କ କାମ କରିବାକୁ ଯିବାବେଳେ କାହିଁକି ଆକ୍ରମଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ଆକ୍ରମଣ ନୁହେଁ , ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ବିଧାୟକ ଅଭିଯୋଗ କରିଛନ୍ତି । ତାଙ୍କ ଗାଡିକୁ ୧୦ ମିନିଟ୍ ଧରି ଆକ୍ରମଣ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack on Dharmasala MLA Himanshu Sahu | Argus News