Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାତିଛି ପାଗଳା କୁକୁର ଦେଖିଲେ ଝୁଣି ଦେଉଛି

Jitendra Dash
Browse all articles by Jitendra Dash
·2 years ago
ମାତିଛି ପାଗଳା କୁକୁର ଦେଖିଲେ ଝୁଣି ଦେଉଛି

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମରେ ଦେଖିବାକୁ ମିଳିଛି ବୁଲା କୁକୁର ଆତଙ୍କ । ସୂଚନା ଅନୁସାରେ, ବୁଲା କୁକୁର ଅନେକ ଲୋକଙ୍କୁ କାମୁଡି ଥିବା ଅଭିଯୋଗ ରହିଛି । ବୁଲା କୁକୁର ମାନେ ବଡଡକଲା ଗ୍ରାମର ୩ ଜଣଙ୍କୁ କାମୁଡି ଥିବା ଜଣାପଡ଼ିଛି । ୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଣେ ନାବାଳକକୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତୁରନ୍ତ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ବୁଲା କୁକୁରକୁ କାବୁ କରିବା ପାଇଁ ଲୋକେ ଦାବି କରିଛନ୍ତି । ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balangir Mad dog terror | Argus News