Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିମ ଗଛରେ ଝୁଲୁଛି ସ୍ୱାମୀ, ତଳେ ପଡ଼ିଛି ସ୍ତ୍ରୀର ମୃତଦେହ

Odisha

ନିମ ଗଛରେ ଝୁଲୁଛି ସ୍ୱାମୀ, ତଳେ ପଡ଼ିଛି ସ୍ତ୍ରୀର ମୃତଦେହ

Jitendra Dash
Browse all articles by Jitendra Dash
·2 years ago
ନିମ ଗଛରେ ଝୁଲୁଛି ସ୍ୱାମୀ, ତଳେ ପଡ଼ିଛି ସ୍ତ୍ରୀର ମୃତଦେହ

ଅର୍ଗସ ବ୍ୟୁରୋ : ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା କୁଦପାଲିଗାଁରେ ଦମ୍ପତ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଉଛନ୍ତି ସ୍ୱାମୀ କ୍ଷୀରୋଦ ବରିହା ଓ ତାରିଣୀ ବରିହା । ଆଜି ଗାଁ ମୁଣ୍ଡରେ ଥିବା ଏକ ନିମ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲୁଥିବା ବେଳେ ତାରିଣୀଙ୍କ ମୃତଦେହ ତଳେ ପଡ଼ିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦମ୍ପତିଙ୍କ ମୃତଦେହ ନିକଟରେ ଏକ ବାଲଟି ପଡ଼ିଥିଲା । ଗ୍ରାମବାସୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ି ନାହିଁ । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Balangir suicide case | Argus News