Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ କାର ମୁହାଁମୁହିଁ ଧକ୍କା, ୫ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
ଦୁଇ କାର ମୁହାଁମୁହିଁ ଧକ୍କା, ୫ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର

ଅର୍ଗସ ବ୍ୟୁରୋ : ବଡ଼ ଦିନରେ ବଡ଼ ଅଘଟଣ । ବଡ଼ ଦିନରେ ବୁଲିଆସିଥିବା ବଙ୍ଗୀୟ ପର୍ଯ୍ୟଟକ ଗାଡି ଦୁର୍ଘଟଣା। ଆଜି ନୀଳଗିରି ଉଦଳା ରାସ୍ତା ଗରଡ଼ିହି ଛକ ନିକଟରେ ଦୁଇ କାର ମୁହାଁମୁହିଁ ଧକା  । ୫ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balasore road accident | Argus News