|
logo
Live
Argus News App
GET APP

Argus News - ୫ ଏଟିଏମ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ

Odisha

୫ ଏଟିଏମ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ

Jitendra Dash
Browse all articles by Jitendra Dash
·2 years ago
୫ ଏଟିଏମ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ

ଅର୍ଗସ ବ୍ୟୁରୋ : ବାଲେଶ୍ବରରେ ମାତିଛନ୍ତି ଏଟିଏମ ଲୁଟେରା । ଦିନକୁ ଦିନ ବଢିଚାଲିଛି ଲୁଟ୍, ଡକାୟତି । ରାତି ଅଧରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଉଣ୍ଟରରେ କଳାକନା ବୁଲାଇଥିଲେ ଲୁଟେରା । ଗତ ବୁଧବାର ଦିନ ବିଳମ୍ବିତ ରାତିରେ ବାଲେଶ୍ବର ଖଇରା ଥାନା ଅଞ୍ଚଳର ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମକୁ ଗ୍ୟାସ କଟରରେ କାଟି ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ବାଲେଶ୍ବର ଏଟିଏମ ତାଡ଼ି ଲୁଟ୍ ଘଟଣାରେ ୫ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ହରିୟାଣା ମୋୱାଦରୁ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୬.୧୩ ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ, ୪ଟି ଗୁଳି, ଗ୍ୟାସ କଟର ଜବତ ହୋଇଛି। ସୋର ଓ ଖଇରା ଅଞ୍ଚଳରେ ୨ଟି ଏଟିଏମରୁ ଲୁଟ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫ ଏଟିଏମ ଲୁଟେରାଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ | Argus News