Videos
|
Odisha

ଉଦ୍ଧାର ହେଲା ଚୋରି ଶିଶୁ ପୁତ୍ର, ବିଳମ୍ବିତ ରାତିରେ ଉଦ୍ଧାର କଲା ପୋଲିସ୍

Jitendra Dash
Browse all articles by Jitendra Dash
·2 years ago
ଉଦ୍ଧାର ହେଲା ଚୋରି ଶିଶୁ ପୁତ୍ର, ବିଳମ୍ବିତ ରାତିରେ ଉଦ୍ଧାର କଲା ପୋଲିସ୍

ଅର୍ଗସ ବ୍ୟୁରୋ : ସୋର ଡାକ୍ତରଖାନା ପରିସରରୁ ଦେଢ ବର୍ଷର ଶିଶୁ ପୁତ୍ର ଚୋରି । ବିଳମ୍ବିତ ରାତିରେ ଉଦ୍ଧାର କଲା ପୋଲିସ୍ । ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଗତ କାଲି ଅପରାହ୍ନରେ  ଅପହରଣ ହୋଇଥିବା ଦେଢ଼ ବର୍ଷର ଶିଶୁ ପୁତ୍ରକୁ ୧୨ ଘଣ୍ଟା ପରେ ବିଳମ୍ବିତ ରାତିରେ ଉଦ୍ଧାର କରିଛି ସୋର ପୋଲିସ । ଥାନାରେ ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ କରିଥିଲା । ପରେ ବିଳମ୍ବିତ ରାତିରେ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
baleswar child rescue | Argus News