Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୁହାଳରେ ନିଆଁ ଲାଗି ଜଳିଗଲେ ୧୦ ଛେଳି

Odisha

ଗୁହାଳରେ ନିଆଁ ଲାଗି ଜଳିଗଲେ ୧୦ ଛେଳି

Jitendra Dash
Browse all articles by Jitendra Dash
·2 years ago
ଗୁହାଳରେ ନିଆଁ ଲାଗି ଜଳିଗଲେ ୧୦ ଛେଳି

ଅର୍ଗସ ବ୍ୟୁରୋ : ଗୁହାଳରେ ନିଆଁ ଲାଗି ଜଳିଗଲେ ୧୦ ଛେଳି । ନିଆଁ ଲିଭାଇବାକୁ ଯାଇ ୨ ଯୁବକ ଆହତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସିତାପୁର ଗାଁରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଗାଁର ହରିହର ସାମଲଙ୍କ ଗୁହାଳରେ ହଠାତ ନିଆଁ ଲାଗିଯାଇଥାଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ଗୁହାଳଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଗାଁର ଦୁଇ ଜଣ ଆହତ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Baleswar fire case | Argus News