Baliyatra Ama Bus Service / ଖାସ୍ ବାଲିଯାତ୍ରା ପାଇଁ ଚାଲିବ ୫୦ଟି ଆମ ବସ୍; ଏଇଠୁ ଚଢିବେ ଯାତ୍ରୀ
·1 hour ago·2 min read

Key Points
ଅତି ସୁଲଭ ମୂଲ୍ୟରେ ବାଲିଯାତ୍ରାକୁ ଯାତ୍ରା
ଚାଲିବ ଆମ ବସ୍ର ସ୍ଵତନ୍ତ୍ର ୫୦ଟି ବସ୍
ବାଲିଯାତ୍ରା ସରିବା ଯାଏଁ ମିଳିବ ସେବା
ଚାଲିବ ଆମ ବସ୍ର ସ୍ଵତନ୍ତ୍ର ୫୦ଟି ବସ୍
ବାଲିଯାତ୍ରା ସରିବା ଯାଏଁ ମିଳିବ ସେବା
ଭୁବନେଶ୍ଵର: ଏଥର କଟକ ଐତିହାସିକ ବୁଲିବା ହେବ ସହଜ । ଆଉ ରହିବନି ଭିଡ଼ । ସମସ୍ତ ଯାତ୍ରୀ ସୁରୁଖୁରୁରେ ବାଲିଯାତ୍ରା ବୁଲିପାରିବେ, ତାହା ମଧ୍ୟ ସୁଲଭ ମୂଲ୍ୟରେ । କାରଣ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଜନସାଧାରଣଙ୍କ ସୁବିଧା, ସୁଗମ ଓ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ ଦେଇ କମ୍ପ୍ରେହେନସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସ୍ୱତନ୍ତ୍ର ଆମ ବସ୍ ସଟଲ୍ ସେବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନେ ଅତି ସୁଲଭ ମୂଲ୍ୟରେ ଏବଂ ସହଜରେ ବାଲିଯାତ୍ରା ପରିଦର୍ଶନ ପାଇଁ ଯିବାଆସିବା କରିପାରିବେ । ଏହି ସେବା ବାଲିଯାତ୍ରା ପ୍ରଥମ ଦିନରୁ ଆରମ୍ଭ କରି ଶେଷ ଯାଏଁ ଅର୍ଥାତ୍ ୨୪ ତାରିଖରୁ ୧ ଡିସେମ୍ବର ତାରିଖ ଯାଏଁ ଚଳାଚଳ କରିବ।
ପଢନ୍ତୁ ଏହି ଖବର: ନଭେମ୍ବର ୨୪ରୁ ଆରମ୍ଭ ହେବ କଟକ ବାଲିଯାତ୍ରା, ୨ଟି ଥିମ୍ରେ ସଜେଇ ହେବ ‘କଟକ ଇନ୍ କଟକ’
- କେଉଁ ଷ୍ଟପେଜ୍ରୁ ଚାଲିବ ବସ୍ ?
- ଭିଡ଼ କମ୍ କରିବାକୁ ଲକ୍ଷ୍ୟ
ପଢନ୍ତୁ ଏହି ଖବର: ନଭେମ୍ବର ୨୪ରୁ ଆରମ୍ଭ ହେବ କଟକ ବାଲିଯାତ୍ରା, ୨ଟି ଥିମ୍ରେ ସଜେଇ ହେବ ‘କଟକ ଇନ୍ କଟକ’
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଡିଜିଟାଲ ପେମେଣ୍ଟ ଉପଲବ୍ଧ ରହିବ