|
logo
Live

Argus News - ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ

Odisha

ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ

Jitendra Dash
Browse all articles by Jitendra Dash
·2 years ago
ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ

ଅର୍ଗସ ବ୍ୟୁରୋ : ଦିନ ଦୁଇ ପ୍ରହରରେ ଲୁଟ୍‌ କରି ପୋଲିସକୁ ଦେଉଥିଲେ ଖୋଲା ଚ୍ୟାଲେଞ୍ଜ ।  ଖୁଲମ୍‌ଖୁଲା ଆଖି ପିଛୁଳାକେ ଲୋକଙ୍କଠାରୁ ଛଡ଼େଇ ନେଉଥିଲେ ମୋବାଇଲ୍ । ବରଗଡ ସହର ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିଲେ ଲୁଟେରା । ଶେଷରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌କୁ କାବୁ କଲା ପୋଲିସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋବାଇଲ ଚୋରଙ୍କ ବେଳା ଖରାପ ପଡ଼ିଥିଲା, ମୋବାଇଲ ଲୁଟ ବେଳେ ସମସ୍ତ ଦୃଶ୍ୟ କଏଦ ହେଲା ସିସିଟିଭିରେ । ସେଇ ତଥ୍ୟ ଆଧାରରେ ପୁଲିସ ମୋବାଇଲ ଲୁଟେରା ଗ୍ୟାଙ୍କ ପାଖରେ ପହଞ୍ଚି ଥିଲା । ମୋବାଇଲ ଲୁଟ ଅଭିଯୋଗରେ ଜଣଙ୍କ ପରେ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା ପୋଲିସ । ପରେ ତଥ୍ୟ ଆଧାରରେ ପାଞ୍ଚ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବରଗଡ ସହରରେ ମୋବାଇଲ ଲୁଟେରାଙ୍କ ଆତଙ୍କ | Argus News