Cyclone Akvan Alert / ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ; ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ! ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC
·55 mins ago·2 min read

Key Points
ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ
ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା
୨୪ ଘଣ୍ଟାରେ ଅବପାତ, ୧୬ ସୁଦ୍ଧା ବାତ୍ୟା !
ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା
୨୪ ଘଣ୍ଟାରେ ଅବପାତ, ୧୬ ସୁଦ୍ଧା ବାତ୍ୟା !
ଭୁବନେଶ୍ଵର: ବଙ୍ଗୋପସାଗରରେ ବଳ ଗୋଟାଉଥିବା ଲଘୁଚାପ କ୍ଷେତ୍ରକୁ ନେଇ ବଢ଼ିବାରେ ଲାଗିଛି ଚିନ୍ତା । ଆସନ୍ତା ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେଇପାର ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ । ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ୨୪ଘଣ୍ଟାରେ ଅବପାତ ଓ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ଏହା ଉପକୂଳ ଅତିକ୍ରମ ନେଇ ଏବେ ସ୍ପଷ୍ଟତା ନାହିଁ।
- ଝଟକା ପବନ ୬୫ କିମି ହୋଇପାରେ
- ୧୯ ତାରିଖରୁ ବଢିବ ବର୍ଷା
- ବାତ୍ୟା ପାଇଁ ସରକାର ପ୍ରସ୍ତୁତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମାସକରେ ତିନି ତିନିଟି ବାତ୍ୟା; ଏଲ-ନିନୋ ପ୍ରଭାବରେ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ !
- ରାଜ୍ୟରେ ବଢିବ ଶୀତ
Related Topics
Explore more stories