Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁହାଁମୁହିଁ ହେଲେ କାଠ ମାଫିଆ ଓ ଗ୍ରାମବାସୀ

Odisha

ମୁହାଁମୁହିଁ ହେଲେ କାଠ ମାଫିଆ ଓ ଗ୍ରାମବାସୀ

Jitendra Dash
Browse all articles by Jitendra Dash
·2 years ago
ମୁହାଁମୁହିଁ ହେଲେ କାଠ ମାଫିଆ ଓ ଗ୍ରାମବାସୀ

ଅର୍ଗସ ବ୍ୟୁରୋ : କାଠ ଚୋରା ଚାଲାଣ ବେଳେ ବୋମାମାଡ଼ । କାଠ ମାଫିଆ ଓ ଗ୍ରାମବାସୀ ମୁହାଁ ମୁହିଁ । ଘଟଣା ଘଟିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ । ବିଳମ୍ବିତ ତାରିରେ ୪ ଜଣ ଦୁର୍ବୃତ୍ତ ଶାଗୁଆନ କାଠ ଚୋରା ଚାଲାଣ ବେଳେ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଧରା ପଡ଼ିଯିବା ଭୟରେ ଦୁଇଟି ବୋମା ମାଡ଼ କରି ଚମ୍ପଟ ମାରିଥିଲେ କାଠ ମାଫିଆ । ବୋମା ମାଡ଼ରେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଧରାକୋଟ ପୋଲିସ ଓ ଧରାକୋଟ ବନପାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
berhampur bombing attack | Argus News