ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ
·2 years ago

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ । ଭଦ୍ରକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଫାଟ ଏବେ ଉଗ୍ର ରୁପ ନେଇଛି । ବୁଲୁ ପଟ୍ଟନାୟକ ଗୋଷ୍ଠୀର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ । ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗୋଷ୍ଠୀର କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବତନ ପିଏସ ମେମ୍ବରଙ୍କ ପ୍ରତିନିଧି ଓ ପ୍ରଦୀପ ବେହେରା ଆକ୍ରମଣର ଶିକାର ହୋଇଛନ୍ତି । ତେବେ ପ୍ରଦୀପ ବେହେରା ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଗୋଷ୍ଠୀର କର୍ମୀ ମାନେ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଆହତ ପ୍ରଦୀପ ବେହେରା । ଘଟଣାର ତଦନ୍ତ କରୁଛି ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: