Bhadrakali Puja / ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ; ୧୦ଟି ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା
·1 hour ago·2 min read

Key Points
ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ
ଆଜିଠୁ ପ୍ରସିଦ୍ଧ ଭଦ୍ରକାଳୀ ପୀଠରେ ବିଶେଷ ପୂଜାର୍ଚ୍ଚନା
ମା’ଙ୍କ ସପ୍ତାହବ୍ୟାପୀ ଦୁର୍ଲଭ ସପ୍ତମାତୃକା ବେଶ
ଆଜିଠୁ ପ୍ରସିଦ୍ଧ ଭଦ୍ରକାଳୀ ପୀଠରେ ବିଶେଷ ପୂଜାର୍ଚ୍ଚନା
ମା’ଙ୍କ ସପ୍ତାହବ୍ୟାପୀ ଦୁର୍ଲଭ ସପ୍ତମାତୃକା ବେଶ
ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ। ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଜମିଲାଣି ଭକ୍ତଙ୍କ ଭିଡ଼ । ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହି ଦୁର୍ଲଭ ବେଶ ଦର୍ଶନ ସହ ପୀଠରେ ସପ୍ତଚଣ୍ଡୀ ପାଠ ମହାଯଜ୍ଞ ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ, ଭଦ୍ରକ ଚରମ୍ପାରେ ମଧ୍ୟ ୧୦ଟି ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ପାଇଁ କାରିଗରମାନେ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ନିମଗ୍ନ ଅଛନ୍ତି ।
ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
- ଯଜ୍ଞର ରୌପ୍ୟ ଜୟନ୍ତୀ
- ଚରମ୍ପାରେ ୧୦ଟି ପୂଜା ମଣ୍ଡପରେ ମା' ପୂଜା ପାଇବେ
ପଢନ୍ତୁ ଏହି ଖବର: ଦୀପାବଳିରେ ହାଇ ଆଲର୍ଟରେ ପୋଲିସ, ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଶାନ୍ତିଶୃଙ୍ଖଳା ପୂଜା ପାଇଁ ବିଶେଷ ବ୍ୟବସ୍ଥା
Related Topics
Explore more stories