Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା

Jitendra Dash
Browse all articles by Jitendra Dash
·2 years ago
ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା

ଅର୍ଗସ ବ୍ୟୁରୋ : ଆଜି ବିଜେପିରେ ଯୋଗ ଦେଇପାରନ୍ତି ଭର୍ତ୍ତୃହରି ମହତାବ ! ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା ମିଳିଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhartruhari Mahtab may join the BJP today ! | Argus News