|
logo
Live

Argus News - ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

Odisha

ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

Jitendra Dash
Browse all articles by Jitendra Dash
·2 years ago·1 min read
ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

ଅର୍ଗସ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି । ପରିଚାଳନା କରିବାରେ ରାଜ୍ୟ ସରକାର ବିଫଳ ହେଉଥିବା ଅଭିଯୋଗ । ଏହା ବିରୋଧରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟ ଜନକ । ଏହା ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ତରଫରୁ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ବାସ ଭାବନ ଘେରାଉ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମନ୍ତ୍ରୀଙ୍କ ବାସଭବନ ପୋଲିସ ଛାଉଣୀର ପରିଣତ । ପ୍ରତି ପରୀକ୍ଷାରେ ଏହିପରି ପ୍ରଶ୍ନପତ୍ର ଲିକ୍ ହେଉଛି । ଚାକିରି ବିକ୍ରି କରୁଛନ୍ତି ସରକାର । ପ୍ରଶ୍ନପତ୍ର ଲିକ୍ ଘଟଣାରେ ମନ୍ତ୍ରୀ ଏପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି ଵୋଲି ପ୍ରଶ୍ନ କରିଛି ଏବିଭିପି । ଏଣୁ ଏବେ ଦୋଷୀକୁ ଦଣ୍ଡ ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର ବୋଲି ଦାବି କରିଛି ଏବିଭିପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି | Argus News