Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲୁଟେରାଙ୍କୁ କାବୁ କରିବାକୁ ପୋଲିସର ବୈଠକ

Odisha

ଲୁଟେରାଙ୍କୁ କାବୁ କରିବାକୁ ପୋଲିସର ବୈଠକ

Jitendra Dash
Browse all articles by Jitendra Dash
·2 years ago
ଲୁଟେରାଙ୍କୁ କାବୁ କରିବାକୁ ପୋଲିସର ବୈଠକ

ଅର୍ଗସ ବ୍ୟୁରୋ : ପୋଲିସକୁ ଟେନସନ ଆପାର୍ଟମେଣ୍ଟ ଲୁଟ । ଲୁଟେରାକୁ କାବୁ କରିବାକୁ ପୋଲିସର ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ରାଜଧାନୀରେ ଘଟିଥିବା ସବୁ ଆପାର୍ଟମେଣ୍ଟ ଲୁଟର ଚାଲିଛି ତର୍ଜମା । କେଉଁ ଆପାର୍ଟମେଣ୍ଟରେ ଲୁଟେରା କେମିତି ଲୁଟ କରିଛନ୍ତି ଫୁଟେଜକୁ ନେଇ ତର୍ଜମା କରୁଛନ୍ତି ପୋଲିସ କମିଶନର ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୈଠକରେ ସବୁ ଥାନାର ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ମଧ୍ୟ ହୋଇଥିଲେ ସାମିଲ । ବୈଠକ ପରେ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ କହିଛନ୍ତି, ସମସ୍ତ ଥାନାର ଆଇଆଇସି, ଏସିପି ଓ ମାମଲା ପରିଚାଳନା କରୁଥିବା ଆଇ ଓ ସହ ଆଲୋଚନା ହୋଇଛି । ସିସିଟିଭି ଗୁଡିକୁ ତର୍ଜମା ପରେ ଅନେକ କ୍ଲୁ ମିଳିଛି, କମନ ଗ୍ୟାଙ୍ଗକୁ ଚି଼ହ୍ନଟ କରାଯାଇଛି ତଦନ୍ତରେ ମଧ୍ୟ ଅଗ୍ରଗତି ହୋଇଛି, ଖୁବ ଶୀଘ୍ର ଭଲ ରେଜଲ୍ଟ ମିଳିବ ବେଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar apartment loot case | Argus News