Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ଆତଙ୍କ : ଗାଡି ରିପ୍ୟାରିଂ ପାଇଁ ଡାକି ଯୁବକଙ୍କୁ ଆକ୍ରମଣ

Odisha

ରାଜଧାନୀରେ ଆତଙ୍କ : ଗାଡି ରିପ୍ୟାରିଂ ପାଇଁ ଡାକି ଯୁବକଙ୍କୁ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago
ରାଜଧାନୀରେ ଆତଙ୍କ : ଗାଡି ରିପ୍ୟାରିଂ ପାଇଁ ଡାକି ଯୁବକଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଗାଡି ରିପ୍ୟାରିଂ ପାଇଁ ଡାକି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପାଣ୍ଡରା ଛକରେ ଥିବା ଏକ ଗ୍ୟାରେଜର ଯୁବକଙ୍କୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନା ବଣ୍ଟି ପରିଡା । ବଣ୍ଟିଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି । ପୂର୍ବ ଶତ୍ରୁତା ନେଇ ଏଭଳି ଆକ୍ରମଣ ହୋଇଥିବା ଜଣା ପଡିଛି । ବଣ୍ଟି ଏନେଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ମଞ୍ଚେଶ୍ୱର ଥାନା ପୋଲିସ ଏଯାଏଁ ଏତଲା ଦାୟର କରିନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
bhubaneswar attempt to murder case | Argus News