ଭୁବନେଶ୍ବରରେ ଚୋରଙ୍କ ଦୌରାତ୍ମ, ଗାଡ଼କଣ ଆପାର୍ଟମେଣ୍ଟରରେ ବଡ଼ ଧରଣର ଚୋରି
·2 years ago

ଅର୍ଗସ ବ୍ୟୁରୋ : ଭୁବନେଶ୍ବରରେ ଚୋରଙ୍କ ଦୌରାତ୍ମ । ଗାଡ଼କଣ ଅଞ୍ଚଳ ସ୍ପେସ ଟାଉନ ଆପାର୍ଟମେଣ୍ଟରରେ ବଡ଼ ଧରଣର ଚୋରି । ନିୟମିତ ବ୍ୟବଧାନରେ ଚୋରି, ଲୁଟପାଟ କରୁଛନ୍ତି ଚୋର । ଗତକାଲି ରାତିରେ ରାଜଧାନୀର ଗୋଟିଏ ରାତିରେ ୫ଟି ଫ୍ଲାଟରୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏକ ଆପାର୍ଟମେଣ୍ଟରୁ ୫ଟି ଫ୍ଲାଟରୁ ଚୋରମାନେ ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି । ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: