Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜେଲ ଭିତରୁ ବ୍ରାଉନ ସୁଗାର ବ୍ୟବସାୟକୁ କରାଯାଉଥିଲା କଣ୍ଟ୍ରୋଲ

Odisha

ଜେଲ ଭିତରୁ ବ୍ରାଉନ ସୁଗାର ବ୍ୟବସାୟକୁ କରାଯାଉଥିଲା କଣ୍ଟ୍ରୋଲ

Jitendra Dash
Browse all articles by Jitendra Dash
·2 years ago
ଜେଲ ଭିତରୁ ବ୍ରାଉନ ସୁଗାର ବ୍ୟବସାୟକୁ କରାଯାଉଥିଲା କଣ୍ଟ୍ରୋଲ

ଅର୍ଗସ ବ୍ୟୁରୋ : ଜେଲ ଭିତରୁ ବ୍ରାଉନ ସୁଗାର ବ୍ୟବସାୟକୁ କରାଯାଉଥିଲା କଣ୍ଟ୍ରୋଲ । ଜେଲ ସୁପରିଟେଣ୍ଡେଣ୍ଟ ଏକ ଛୋଟ ମୋବାଇଲ ଜେଲରୁ ଜବତ କରି ପୋଲିସକୁ ଦେବା ପରେ ଖୋଲିଛି ଗୁମର । ପୋଲିସ ଫୋନକୁ ଜବତ କରି ତଦନ୍ତ କରି ବ୍ରାଉନସୁଗାର ମାଫିଆଙ୍କ ନିକଟରେ ପହଞ୍ଚି ଏହାର ଗୁମର ଖୋଲିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ସୋମବାର ବ୍ରାଉନସୁଗାର ଡିଲ ସମ୍ପର୍କରେ ଜବତ ମୋବାଇଲରୁ ସୂଚନା ପରେ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର, ଗୋଟିଏ ଧଳା ରଙ୍ଗର ସ୍କର୍ପିଓ, ୬ଟି ମୋବାଇଲ ଫୋନ ଜବତ କରିବା ସହ ଜଣେ ଯୁବତୀଙ୍କ ସହ ୬ ଜଣଙ୍କୁ ଗିରଫ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bhubaneswar brown sugar racket | Argus News