Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୧୫.୭୭ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ

Odisha

୧୫.୭୭ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ

Jitendra Dash
Browse all articles by Jitendra Dash
·2 years ago
୧୫.୭୭ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ

ଅର୍ଗସ ବ୍ୟୁରୋ : ଆଇଗିଣିଆରୁ ଜବତ ହେଲା ବ୍ରାଉନ ସୁଗାର । ୧୫.୭୭ ଗ୍ରାମ ବ୍ରାଉନ ସୁଗାର ସହ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଉଛନ୍ତି ଡୁମଡୁମା ରଘୁନାଥନଗରର ଅଞ୍ଚଳର ସୂର୍ଯ୍ୟକାନ୍ତ ନାୟକ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ ଲକ୍ଷ ୫୭ ହଜାର ଟଙ୍କା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ସକାଳେ ଅଭିଯୁକ୍ତ ଆଇଗିଣିଆ ଶମଶାନ ପାଖରୁ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଗିରଫ କରିଛି ଭରତପୁର ଥାନା ପୋଲିସ । ଅଭିଯୁକ୍ତ ଏହି ବ୍ରାଉନ ସୁଗାର ଭଦ୍ରକରୁ ଆଣୁଥିବା କହିଥିବା ବେଳେ କଟକ ଓ ଭୁବନେଶ୍ଵରରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ଜୋନ ୩ ଏସିପି ପ୍ରଦୀପ ରାଉତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
bhubaneswar brown sugar seized | Argus News