Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣୀବିହାର ବିଶ୍ଵ ବିଦ୍ୟାଳୟରେ ଥିବା କାରରେ ଲାଗିଲା ନିଆଁ

Jitendra Dash
Browse all articles by Jitendra Dash
·2 years ago
ବାଣୀବିହାର ବିଶ୍ଵ ବିଦ୍ୟାଳୟରେ ଥିବା କାରରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : ଚାହୁଁ ଚାହୁଁ ଜଳିଗଲା କାର୍ । ବାଣୀବିହାର ବିଶ୍ଵ ବିଦ୍ୟାଳୟ ପରିସରରେ ଜଳି ଯାଇଛି କାର । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେପଟେ କାହାର କିଛି କ୍ଷତି ହୋଇନଥିବା ସୂଚନା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar car fire | Argus News