Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକ୍ସନ ମୋଡରେ କମିଶନରେଟ ପୋଲିସ

Odisha

ଆକ୍ସନ ମୋଡରେ କମିଶନରେଟ ପୋଲିସ

Jitendra Dash
Browse all articles by Jitendra Dash
·2 years ago
ଆକ୍ସନ ମୋଡରେ କମିଶନରେଟ ପୋଲିସ

ଅର୍ଗସ ବ୍ୟୁରୋ : ପୁଣି ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ସାବାଡ଼ ହେବେ  ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର । ଏବଂ ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ କଡ଼ା ଚେକିଙ୍ଗ ଆରମ୍ଭ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କମିଶନରେଟ ପୋଲିସ ପକ୍ଷରୁ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଚେକିଂ ଜାରି ରହିଛି । ଡିସିପିଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଚେକିଙ୍ଗ କରାଯାଉଛି । ଧରା ପଡ଼ିଲେ ଫାଇନ ଭଳି ଦଣ୍ଡ ଦେଇପାରେ ପୋଲିସ ବିଭାଗ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar commissionerate police | Argus News