|
logo
Live

Argus News - ବାର ଓ ହୋଟେଲ ମାଲିକଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha

ବାର ଓ ହୋଟେଲ ମାଲିକଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Jitendra Dash
Browse all articles by Jitendra Dash
·2 years ago·1 min read
ବାର ଓ ହୋଟେଲ ମାଲିକଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ନୂଆବର୍ଷ ପାଇଁ କଟକଣା ଲାଗୁ କଲା କମିଶନରେଟ ପୋଲିସ । ବାର ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । କିଭଳି ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ସେ ନେଇ ହୋଇଛି ଆଲୋଚନା । ବାର ଓ  ହୋଟେଲିୟର ମାନଙ୍କୁ ସ୍ଵତନ୍ତ୍ର ଗାଇଡ଼ ଲାଇନ ଜାରିକଲା କମିଶନରେଟ ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାତି ୧୨.୩୦ ପର୍ଯ୍ୟନ୍ତ ମିଳିବ ସମସ୍ତ ହୋଟେଲ ଓ ବାର ଖୋଲିବା ଅନୁମତି । ହୋଟେଲ ଏବଂ ବାର ପକ୍ଷରୁ ରାତି ୧.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମଗାଯାଇଛି, ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ ବୋଲି କହିଛନ୍ତି କମିଶନରେଟ ପୋଲିସ । ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା । ଆସୁଥିବା ଗ୍ରାହକ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାର ଓ ହୋଟେଲ ମାଲିକଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ | Argus News