କଂଗ୍ରେସ ଭବନରେ ହଙ୍ଗାମା, ପ୍ରଭାରୀଙ୍କୁ ଘେରିଲେ ନିଶିକାନ୍ତଙ୍କ ସମର୍ଥକ
·2 years ago

ଅର୍ଗସ ବ୍ୟୁରୋ : ଟିକେଟ ଘୋଷଣା ପରେ କଂଗ୍ରେସ ଭବନରେ ହଙ୍ଗାମା । ପ୍ରଭାରୀଙ୍କୁ ଘେରିଲେ ନିଶିକାନ୍ତଙ୍କ ସମର୍ଥକ । ଧାରଣାରେ ବସିବା ସହ ଅଯୋଗ୍ୟଙ୍କୁ ଟିକେଟ ଦିଆଯାଇଥିବା ଅଭିଯୋଗ । ନିଶିକାନ୍ତ ମିଶ୍ର ଓ ଦଳୀୟ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ।
ଅଧିକ ପଢନ୍ତୁ ଓଡିଶା ଖବର
ବ୍ରହ୍ମଗିରିରେ ସଫିକ ଉଦ୍ଧିନଙ୍କ ଟିକେଟ କଟିବାକୁ ନେଇ କଂଗ୍ରେସ କର୍ମୀଙ୍କ ହଲାବୋଲ । ବ୍ରହ୍ମଗିରିରେ ମିତ୍ରଭାନୁଙ୍କୁ ଟିକେଟ ଦିଆଯାଇଥିବା ବେଳେ ପିପିଲିରେ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ଦଳ । ସେପଟେ ଟିକେଟ ବଣ୍ଟନରେ ତ୍ରୁଟି ଥିଲେ ସଂଶୋଧନ ହେବ ବୋଲି କହିଛନ୍ତି ପ୍ରଭାରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
