Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ତ୍ତମାନର ବିଧାୟକଙ୍କୁ ବଦଳାଇବା ବା ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି

Jitendra Dash
Browse all articles by Jitendra Dash
·2 years ago
ବର୍ତ୍ତମାନର ବିଧାୟକଙ୍କୁ ବଦଳାଇବା ବା ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି

ଅର୍ଗସ ବ୍ୟୁରୋ : ବଢିଲା ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ କଳି । ତୀବ୍ର ହେଉଛି ଅସନ୍ତୋଷ । ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହେଲେ ୪୫ ରୁ ଅଧିକ ପୂର୍ବତନ କର୍ପୋରେଟର ଓ କର୍ମୀ । ବର୍ତ୍ତମାନର ବିଧାୟକଙ୍କୁ ବଦଳାଇବା ବା ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି । ଅମରେଶ ଜେନାଙ୍କୁ ଟିକଟ ଦେବା ଲବିରେ ନବୀନ ନିବାସରେ ଫେରାଦ ହେଲେ ବିଜେଡି ନେତା ଓ କର୍ମୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar election issue | Argus News